Browsing Tag

govt of odisha

୬୬୩ଟି ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୩ଟି ଇଣ୍ଡିଆ ରିଜର୍ଭ ବାଟାଲିଅନ ପାଇଁ ୬୬୩ଟି ପଦବୀକୁ ମଞ୍ଜୁର କରିଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ ପ୍ରତ୍ୟେକ ରିଜର୍ଭ ବାଟାଲିଅନ ପାଇଁ ୨୨୧ଟି ପଦବୀ ସୃଷ୍ଟି କରାଯାଇଛି। ଏହାସହିତ ପ୍ରତ୍ୟେକ…

ଏମଏଲଏ କଲୋନୀ ଗଛକଟାକୁ ବିରୋଧ : ରାଜ୍ୟପାଳଙ୍କୁ ଭେଟିଲେ କଂଗ୍ରେସ ବିଧାୟକ

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଯେଉଁଠି ରାଜ୍ୟ ସରକାର ଗଛ ଲଗାଅ ଜୀବନ ବଞ୍ଚାଅର ନାରା ଦେଉଥିବା ବେଳେ ଅନ୍ୟ ପଟେ ୭୮୦ଟି ଗଛ କାଟିବାକୁ ଲକ୍ଷ୍ୟ ରଖିଛନ୍ତି । ବିଧାୟକଙ୍କ ସୁବିଧା ପାଇଁ ବହୁତଳ କୋଠା ସହ ସେଠାରେ ଗାର୍ଡେନ୍‌, ଜିମ୍‌, ବିଶ୍ରାମ ଗୃହ, ପାର୍କିଂ ବ୍ୟବସ୍ଥା ରହିବ।…

ଡାକ୍ତରଖାନାରୁ ମଶାଣି ପର୍ଯ୍ୟନ୍ତ ମୃତକଙ୍କ ପରିବାରବର୍ଗଙ୍କୁ ସହାୟତା

ଭୁବନେଶ୍ବର: ଅସହାୟ ପରିବାର ବର୍ଗଙ୍କର ଦୁଃଖରେ ସାଥି ହୋଇ ସହାୟତାର ହାତ ବଢାଇଲା ଓଡ଼ିଶା ମୋ ପରିବାର । ସୂଚନାଯୋଗ୍ୟ, ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳର ୮୦ ବର୍ଷିୟା ବୃଦ୍ଧା ପାର୍ବତୀ ଭୂୟାଁ, ଗତ ମାର୍ଚ୍ଚ ୩ ତାରିଖରେ ଅସୁସ୍ଥ ହୋଇ କଟକ ବଡ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ।…

ସରକାରୀ କର୍ମଚାରୀଙ୍କୁ ମିଳିବ ସପ୍ତମ ବେତନ କମିଶନ୍‌ର ବକେୟା

ଭୁବନେଶ୍ୱର : ରାଜ୍ୟର କର୍ମଚାରୀଙ୍କୁ ସପ୍ତମ ବେତନ କମିଶନ୍‌ର ଶେଷ ୨୦ ପ୍ରତିଶତ ବକେୟା ଦେବାକୁ ନିର୍ଦ୍ଦେଶ । ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ୮୦ ପ୍ରତିଶତ ବକେୟା ପାଇସାରିଥିବା କର୍ମଚାରୀଙ୍କୁ ଏହି ବକେୟା ପ୍ରଦାନ କରାଯିବ । ଯାହାଫଳରେ ୪…