ଇସ୍ରାଏଲର ଏନଏସଓ ଗ୍ରୁପ ସହିତ କୌଣସି କାରବାର କରାଯାଇନାହିଁ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପେଗାସସ୍ ଗୁଇନ୍ଦାଗିରି ପ୍ରସଙ୍ଗରେ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଆଜି ସଂସଦରେ ବୟାନ ରଖାଯାଇଛି । ଏହି ସଫ୍ଟଓ୍ବାର ନିର୍ମାଣ କରୁଥିବା ଇସ୍ରାଏଲର ଏନଏସଓ ଗ୍ରୁପ ସହିତ କୌଣସି କାରବାର କରାଯାଇ ନାହିଁ ବୋଲି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ରାଜ୍ୟସଭାରେ…