ସରକାରୀ ବାବୁଙ୍କ ସମ୍ପତ୍ତି ତାଲିକା ଦାଖଲ ସମୟସୀମା ଘୁଞ୍ଚିଲା
ଭୁବନେଶ୍ୱର : ରାଜ୍ୟ ସରକାର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ସମ୍ପତ୍ତି ତାଲିକା ଦାଖଲ ବାଧ୍ୟତାମୂଳକ କରିଛନ୍ତି । ହେଲେ କିଛି ବିଭାଗୀୟ ବାବୁ ନିଜର ସମ୍ପତ୍ତି ତାଲିକା ଦାଖଲ କରିବାରେ ଅବହେଳା କରୁଥିବା ଦେଖିବାକୁ ମିଳୁଛି । ଏପରିସ୍ଥଳେ ବର୍ଷ ୨୦୨୧ ପାଇଁ ସମ୍ପତ୍ତି ତାଲିକା…