ଖୁବଶୀଘ୍ର କର୍ମଚାରୀଙ୍କ ପାଇଁ ସରକାର ଦେବେ ଗୁଡ଼ ନ୍ୟୂଜ; ଜାଣନ୍ତୁ କେଉଁମାନେ ଉଠାଇ ପାରିବେ ଏହାର ଲାଭ
କେନ୍ଦ୍ର ସରକାର ଖୁବ୍ ଶୀଘ୍ର କେନ୍ଦ୍ରୀୟ କର୍ମଚାରୀଙ୍କୁ ପଦୋନ୍ନତି ଦେବା ନେଇ ଯୋଜନା ଚଳାଇଛନ୍ତି। ଜୁଲାଇ ୧, ୨୦୨୨ ରେ ୮,୦୦୦ ରୁ ଅଧିକ କେନ୍ଦ୍ରୀୟ ଅଧିକାରୀଙ୍କୁ ପଦୋନ୍ନତି ଦେବା ପରେ ବର୍ତ୍ତମାନ ସରକାର ଅନେକ ଅଧିକାରୀଙ୍କୁ ପଦୋନ୍ନତି ଦେବା ପାଇଁ ପ୍ରସ୍ତୁତ ହେଉଛନ୍ତି। କେନ୍ଦ୍ରର…