ଉଚ୍ଚଶିକ୍ଷା ପାଇଁ ସରକାରୀ ଡାକ୍ତରଙ୍କୁ ମିଳିବ ୬ ବର୍ଷ ଷ୍ଟଡିଲିଭ୍
ରାଜ୍ୟରେ ଡାକ୍ତରମାନଙ୍କୁ ଉଚ୍ଚଶିକ୍ଷିତ କରି ସେମାନଙ୍କ ଦକ୍ଷତା ବୃଦ୍ଧି କରିବା ଜରିଆରେ ଲୋକଙ୍କୁ ସର୍ବୋତ୍ତମ ସ୍ୱାସ୍ଥ୍ୟ ସେବା ପ୍ରଦାନ ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ବଡ଼ ପଦକ୍ଷେପ ନେଇଛନ୍ତି। ଉଚ୍ଚତର ଶିକ୍ଷା ଗ୍ରହଣ ପାଇଁ ଉଦ୍ଦିଷ୍ଟ ଛୁଟି ନିୟମକୁ ଆହୁରି ସରଳ କରାଯାଇଛି। ଏଣିକି ବିଶେଷଜ୍ଞ…