ଭଲ କର୍ମ କରୁଥିବା ଲୋକଙ୍କୁ ସବୁବେଳେ କାହିଁକି ଦୁଃଖ କଷ୍ଟ ଭୋଗିବାକୁ ପଡିଥାଏ ?
ଭଲ କର୍ମ କରୁଥିବା ଲୋକଙ୍କୁ ଖରାପ ଫଳ କାହିଁକି ମିଳିଥାଏ ? ଏବଂ ଖରାପ କର୍ମ କରୁଥିବା ଲୋକଙ୍କୁ ଭଲ ଫଳ କାହିଁକି ମିଳିଥାଏ ? ଏହିଭଳି ନାନା ପ୍ରକାରର ପ୍ରଶ୍ନ ଅଧିକାଂଶ ଲୋକଙ୍କ ମନରେ ଆସିଥାଏ ଯେ, ଭଗବାନ ଆମ୍ଭ ମାନଙ୍କ ସାଥ କଣ ପାଇଁ ଦେଇ ନାହାନ୍ତି । ଆମ୍ଭର ପ୍ରାର୍ଥନା ତଥା ଆମ୍ଭର ବିନତି…