ହ୍ରାସ ହେଲା ସୁନା ଦର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୧୦ ଗ୍ରାମ ସୁନା ଦର ୪୬ ହଜାର ଟଙ୍କାରେ ପହଞ୍ଚିଛି । ସୁନା ଦାମ ଏହାର ସର୍ବୋଚ୍ଚ ସ୍ତର ଠାରୁ ଏବେ ୧୦ ହଜାର ଟଙ୍କା କମ ରହିଛି । ଗତବର୍ଷ କରୋନା ମହାମାରୀ ପ୍ରଭାବରେ ସୁନା ମୂଲ୍ୟରେ ରେକର୍ଡ ବୃଦ୍ଧି ଘଟିଥିଲା । ୨୦୨୦ ଅଗଷ୍ଟ ବେଳକୁ ୧୦ ଗ୍ରାମ ପିଛା ସୁନାର ଦାମ୍…