Browsing Tag

Gold list

ଏବେ ଖୋଲିବନି ଶ୍ରୀମନ୍ଦିର ରତ୍ନଭଣ୍ଡାର, ଗୃହରେ ଲିଖିତ ଉତ୍ତର ରଖିଲେ ଆଇନମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହାପ୍ରଭୁଙ୍କ ସୁନା ଅଳଙ୍କାର ସୁରକ୍ଷିତ ଅଛି । ବର୍ତ୍ତମାନ ରତ୍ନଭଣ୍ଡାର ଖୋଲାଯିବନାହିଁ ବୋଲି ଗୃହରେ ଲିଖିତ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା । ସୂଚନା ଅନୁଯାୟୀ, ଆଜି ବିଧାନସଭାରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ପ୍ରଶ୍ନ କରିଥିଲେ,…