Browsing Tag

Golak & Bhrugu applied for bail

ହାଇକୋର୍ଟର ଦ୍ୱାରସ୍ଥ ହେଲେ ଗୋଲକ ଏବଂ ଭୃଗୁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗଞ୍ଜାମ ଜିଲ୍ଲା ଛତ୍ରପୁର କାଉନସିଲର ଲକ୍ଷ୍ମୀଦତ୍ତ ହତ୍ୟା ମାମଲାରେ ଓଡ଼ିଶା ପୋଲିସ ଦୁଇ ବରିଷ୍ଠ ବିଜେପି ନେତା ଗୋଲକ ମହାପାତ୍ର ଓ ଭୃଗୁ ବକ୍ସିପାତ୍ରଙ୍କୁ ନୋଟିସ କରିଥିଲା । ତେଣୁ ଏହି ଦୁଇ ବିଜେପି ନେତା ନିଜର ଆଗୁଆ ଜାମିନ ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି…