ଭଗବାନଙ୍କୁ ସ୍ୱପ୍ନରେ ଦେଖୁଛନ୍ତି କି, ଜାଣନ୍ତୁ ଏହାର ଅର୍ଥ
ମଣିଷ ଶୋଇବା ସମୟରେ ତାର ଅବ ଚେତନରେ ବିଭିନ୍ନ ପ୍ରକାର ସ୍ୱପ୍ନ ଦେଖିଥାଏ। ଯାହାକି ପ୍ରତ୍ୟେକ ମଣିଷ ଜୀବନର ଏକ ପ୍ରାକୃତିକ କାର୍ଯ୍ୟକଳାପ ଅଟେ। ବିଶେଷଜ୍ଞଙ୍କ ଅନୁଯାୟୀ, ଆମେ ଚେତନା ସମୟରେ ଯେପରି ଭାବୁ ବା କଥାବାର୍ତ୍ତା କରୁ, ଆମ ମସ୍ତିଷ୍କରେ ଯାହା ଚାଲିଥାଏ, ଆମେ ତାହାକୁ ସ୍ୱପ୍ନରେ ଦେଖୁ।…