ୱେବସାଇଟରେ ଭଉଣୀଙ୍କ ନାମ ପଞ୍ଜିକରଣ କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ସତର୍କତା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀଙ୍କ ନାମ ପଞ୍ଜୀକୃତ ହୋଇଛି। ବିଦେଶରେ ଥିବାରୁ ସରକାରୀ ପୋର୍ଟାଲରେ ଭଉଣୀଙ୍କ ନାଁ ପଞ୍ଜୀକରଣ କଲେ ମୁଖ୍ୟମନ୍ତ୍ରୀ। ଏନେଇ ଟ୍ୱିଟ୍ କରି ଜଣାଇଲେ ମୁଖ୍ୟମନ୍ତ୍ରୀ।
ସୂଚନା ଅନୁଯାୟୀ, ରାଜ୍ୟରେ ପ୍ରଥମ…