ପଦ୍ମଶ୍ରୀ ସମ୍ମାନ ଅଗ୍ରାହ୍ୟ କଲେ ଗୀତା ମେହଟ୍ଟା , କହିଲେ ସମୟ ଠିକ ନୁହେଁ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତ ସରକାରଙ୍କ ପକ୍ଷରୁ ଗତକାଲି ଘୋଷଣା ହୋଇଥିବା ପଦ୍ମଶ୍ରୀ ସମ୍ମାନକୁ ଗ୍ରହଣ କରିବା ପାଇଁ ମନା କରି ଦେଇଛନ୍ତି ଗୀତା ମେହଟ୍ଟା । ଗୀତା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଝିଅ ଏବଂ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ । ସାହିତ୍ୟ ଓ…