Browsing Tag

Gaytri prajabati

ପୂର୍ବତନ ମନ୍ତ୍ରୀ ଗାୟତ୍ରୀ ପ୍ରଜାପତି ଏବଂ ଦୁଇ ସାଥିଙ୍କୁ ଆଜୀବନ ଜେଲ୍

ଉତ୍ତରପ୍ରଦେଶର ପୂର୍ବତନ ଖଣି ମନ୍ତ୍ରୀ ଗାୟତ୍ରୀ ପ୍ରଜାପତି ଏବଂ ତାଙ୍କ ଦୁଇ ସାଥିଙ୍କୁ ଗଣଦୁଷ୍କର୍ମ ଏବଂ ପକ୍ସୋ ଆକ୍ଟ ମାମଲାରେ ଏମପି/ଏମଏଲଏ କୋର୍ଟ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ୩ ଦୋଷୀଙ୍କ ଉପରେ ୨ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ମଧ୍ୟ ଲଗାଇଛନ୍ତି କୋର୍ଟ। ଚାକିରି ଦେବା ନାଁରେ…