Browsing Tag

gastric problem

ଗ୍ୟାସଷ୍ଟ୍ରିକକୁ ନେଇ ଚିନ୍ତିତ କି ? ଆପଣାନ୍ତୁ ଏହି ଘରୋଇ ଉପାୟ, ଦୂର ହୋଇଯିବ ସମସ୍ୟା

ବଦଳୁଥିବା ଜୀବନ ଶୈଳୀ, ଖାଦ୍ୟପେୟ ଯୋଗୁଁ ଅନେକ ରୋଗ ଦେଖାଯାଏ। ସେଥି ମଧ୍ୟରୁ ଗ୍ୟାସଷ୍ଟ୍ରିକ ବା ଗ୍ୟାସ ହେଉଛି ଏକ ସାଧାରଣ ଭାବରେ ଦେଖାଯାଉଥିବା ସ୍ୱାସ୍ଥ୍ୟ ସମସ୍ୟା।  ବିଶେଷଜ୍ଞ କହିବା ଅନୁଯାୟୀ, ବିଭିନ୍ନ ରୋଗ ତଥା ଶାରୀରିକ ସମସ୍ୟା ଯୋଗୁଁ ଆମକୁ ଗ୍ୟାସ ହୋଇଥାଏ। ତେବେ ଗ୍ୟାସ ସମସ୍ୟା…

ଗ୍ୟାସ୍‌ଷ୍ଟ୍ରିକ୍‌ ସମସ୍ୟା ଥିଲେ କେମିତି କରିବେ ଘରୋଇ ଉପଚାର

ଗ୍ୟାସ୍ ସମସ୍ୟା ଆଜିକାଲି ଏକ ସାଧାରଣ ସମସ୍ୟା। ଗ୍ୟାସ୍ ସମସ୍ୟା ହେଲେ ଆମର ହଜମ ପ୍ରକ୍ରିୟା ଏକଦମ୍ ଦୁର୍ବଳ ହୋଇଯାଏ। ଫଳରେ ନାନା ରୋଗ ଶରୀରକୁ କବଳିତ କରି ବସେ। ଗ୍ୟାସ୍ଷ୍ଟ୍ରିକ୍ ସମସ୍ୟା ଥିଲେ ରକ୍ତସ୍ରାବ, କୋଷ୍ଠକାଠିନ୍ୟ, ଡାଇରିଆ, ବାନ୍ତି, ପେଟ ଯନ୍ତ୍ରଣା ଆଦି ବିଭିନ୍ନ ସମସ୍ୟା…