କର୍କଟ ଭଳି ମାରାତ୍ମକ ରୋଗକୁ ପ୍ରତିରୋଧ କରେ ରସୁଣ
ବେଳେ ବେଳେ ଡାକ୍ତରୀ ଔଷଧ ଠାରୁ ଘରୋଇ ଚିକିତ୍ସା ବେଶିମାତ୍ରାରେ ଫଳପ୍ରଦ ହୋଇଥାଏ। ଆଜିବି କିଛି କିଛି କ୍ଷେତ୍ରରେ ଡାକ୍ତର ଔଷଧ ଅପେକ୍ଷା ଘରୋଇ ଚିକିତ୍ସାକୁ ଉପଯୋଗୀ ମାନନ୍ତି ଲୋକେ। ଏହାସହ ଘରୋଇ ଉପଚାର ସହଜ, କମ ଖର୍ଚ୍ଚ ସାଙ୍ଗକୁ ପାର୍ଶ୍ଵପ୍ରତିକ୍ରିୟାର ଭୟ ନଥାଏ। ସେମିତି ଗୋଟିଏ ଘରୋଇ…