ରସୁଣରେ ଫିମ୍ପି ଲାଗୁଥିଲେ ଆପଣାନ୍ତୁ ଏହି ଉପାୟ
ଆଜିକାଲି ଲୋକମାନେ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ । ବ୍ୟସ୍ତବହୁଳ ଜୀବନରେ ସେମାନେ ଫଳ ହେଉ କି ପନିପରିବା ଅଧିକ ମାତ୍ରାରେ କିଣି ସେଗୁଡିକ କିପରି ଅଧିକ ଦିନ ପର୍ଯ୍ୟନ୍ତ ସତେଜ ରଖାଯାଇପାରିବ ସେଥିପ୍ରତି ବିଭିନ୍ନ ଉପାୟ ଆପଣାନ୍ତି । ପନିପରିବାକୁ କାଟି କେହିକେହି ଫ୍ରିଜରେ ରଖନ୍ତି । ଅନେକ…