ଘରେ କେଉଁ ଗଛ ଲଗାଇବା ଶୁଭ ଓ କେଉଁ ଗଛ ଅଶୁଭ ହୋଇଥାଏ, ଜାଣନ୍ତୁ
ସବୁ ବ୍ୟକ୍ତି ନିଜଘରେ ଗଛ ଲଗାଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ସେମାନେ ଜାଣି ପାରନ୍ତି ନା ହିଁ କି କେଉଁ ଗଛ ଘରେ ଲଗାଇଲେ ଶୁଭ ହୋଇଥାଏ ଓ ଅଶୁଭ ହୋଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ଗଛ ଆମ ପାଇଁ ଶୁଭ ଓ କେଉଁ ଗଛ ଆମ ପାଇଁ ଅଶୁଭ ହୋଇଥାଏ । ମନି ପ୍ଲାଣ୍ଟ- ବାସ୍ତୁ ଶାସ୍ତ୍ର ଅନୁସାରେ…