Browsing Tag

ganjam

ଏସଡିପିଓ ଏବଂ ଆଇଆଇସି କରୋନା ପଜିଟିଭ ଚିହ୍ନଟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗଞ୍ଜାମ ଜିଲାରେ କାର୍ଯ୍ୟରତ ଜଣେ ଏସଡିପିଓ ଏବଂ ଥାନା ଆଇଆଇସି ଶନିବାର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଗଞ୍ଜାମ ଏସପି ଟ୍ୱିଟ୍ କରି ଜଣାଇଛନ୍ତି । ସୂଚନାଯୋଗ୍ୟ, ପ୍ରବାସୀ ଶ୍ରମିକ ଓ ସଂଗରୋଧ କେନ୍ଦ୍ର ତଦାରଖ ଦାୟିତ୍ୱରେ ଥିବାରୁ କୌଣସି କରୋନା…

ଗଞ୍ଜାମରେ ୪ ପଜିଟିଭ ଚିହ୍ନଟ ପରେ, ସ୍ଥିତି ତଦାରଖ ପାଇଁ ୨ ବରିଷ୍ଠ ଅଧିକାରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଗଞ୍ଜାମରେ ୪ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଥିତି ତଦାରଖ ପାଇଁ ୨ ବରିଷ୍ଠ ଅଧିକାରୀଙ୍କୁ ରାଜ୍ୟ ସରକାର ଦାୟିତ୍ବ ଦେଇଛନ୍ତି। ଏହି ଦୁଇଜଣ ବରିଷ୍ଠ ଅଧିକାରୀ ହେଉଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ…

ଗଞ୍ଜାମ ଜିଲ୍ଲାରେ ସକାଳ ୭ରୁ ୨ଟା ଯାଏଁ ବ୍ୟାଙ୍କ ଖୋଲା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗଞ୍ଜାମ ଜିଲ୍ଲାରେ ‌ଆଜିଠାରୁ ସକାକୁ ଖୋଲିବ ବ୍ୟାଙ୍କ। ସକାଳ ୭ଟାରୁ ଦିନ ୨ଟା ପର୍ଯ୍ୟନ୍ତ ବ୍ୟାଙ୍କ ଖୋଲା ରହିବ। ଜନଗହଳି ନିୟନ୍ତ୍ରଣ, ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତ ଭୟ ଏଡ଼ାଇବାକୁ ଏହି ନିଷ୍ପତ୍ତି ନିଆଯାଇଥିବା ଗଞ୍ଜାମ ଜିଲ୍ଲାପାଳ ଟ୍ୱିଟ୍‌ କରି ଏହି ସୂଚନା…

କରୋନା ମୁକାବିଲା : ଛେପ ପକାଇଲେ ୫୦୦ , ମାସ୍କ ନ ପିନ୍ଧିଲେ ୨୦୦ ଜୋରିମାନା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାପାଳ କଠୋର ନିଷ୍ପତ୍ତି ନେଇଛନ୍ତି। ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ୫୦୦ ଟଙ୍କା ଜୋରିମାନା ଦେବାକୁ ପଡ଼ିବ ବୋଲି ସେ କଡ଼ା ନିର୍ଦ୍ଦେଶନାମା ଜାରି କରିଥିବାବେଳେ ଗାଇଡ୍‌ଲାଇନ୍ ଅନୁସାରେ, ମୁହଁରେ ମାସ୍କ, ରୁମାଲ କିମ୍ବା…

ଗଞ୍ଜାମ ଜିଲ୍ଲାରେ ସମସ୍ତଙ୍କର ହେବ ସ୍ବାସ୍ଥ୍ୟ ପରୀକ୍ଷା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗଞ୍ଜାମ ଜିଲ୍ଲାରେ ତିନିଦିନ ମଧ୍ୟରେ ସବୁ ଲୋକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଘରଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରିବେ ଡାକ୍ତର । ସମସ୍ତଙ୍କର ସ୍କ୍ରିନିଂ କରାଯିବ । କରୋନାର କୌଣସି ଲକ୍ଷଣ ଅଛି କି ନାହିଁ ପରୀକ୍ଷା କରାଯିବ । ସାମାଜିକ ଦୂରତ୍ୱକୁ ନଜରରେ ରଖି…

ନିଜ ଦେହରେ ନିଆଁ ଲଗାଇ ଦେଲେ ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ର

ଓଡିଶା ଫାଷ୍ଟ( ବ୍ୟୁରୋ): ବ୍ରହ୍ମପୁର ଏସପିଙ୍କ ଅଫିସ ସାମ୍ନାରେ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇଦେଲେ ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ର । ଗୁରୁତର ଅବସ୍ଥାରେ ତାଙ୍କୁ ଏମକେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଗତ ୨୮ ତାରିଖରେ ମିନାକ୍ଷୀଙ୍କ ଘର ଆଗରେ…

ରାଜନୈତିକ ଶତ୍ରୁତାରୁ ବିଜେଡି ନେତାଙ୍କୁ ଗୁଳିମାଡ଼

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗଞ୍ଜାମ ଜିଲ୍ଲାର କ୍ରାଇମସିଟି ଆସିକା ସହରରେ ସୋମବାର ବିଳମ୍ବିତ ରାତିରେ ଗୁଳିକାଣ୍ଡ ଘଟିଛି । ସହରର ମୁଖ୍ୟ ରାସ୍ତା କଲେଜ ଛକଠାରେ ବିଜେଡି ନେତା ସଦାନନ୍ଦ ଲେଙ୍କା (୫୦) ଓରଫ୍ ବାହାନଙ୍କୁ ଗୁଳି କରି ନିର୍ମମ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ସଦାନନ୍ଦ ସ୍ଥାନୀୟ…

ଅଘୋଷିତ ବିଦ୍ୟୁତ କାଟ କୁ ବିରୋଧ, ସାଉଥକୋ ମାଗିଲା ୧୦୦ ଘଣ୍ଟା ର ସମୟ

ଓଡ଼ିଶା ଫାଷ୍ଟ(ଗଞ୍ଜାମ ସ୍ୱତନ୍ତ୍ର ପ୍ରତିନିଧି): ଵ୍ରହ୍ମପୁର ସହରରେ ଅଘୋଷିତ ବିଦ୍ୟୁତ କାଟ କୁ ବିରୋଧ କରି ଗଞ୍ଜାମ ଓକିଲ ସଂଘର ପ୍ରାୟ ୩୦ରୁ ଉର୍ଦ୍ଧ୍ବ ଓକିଲ ସାଉଥକୋ ମୁଖ୍ୟ କାର୍ଯ୍ୟାଳୟ କୁ ଯାଇ ଘୋର ବିରୋଧ କରିଥିଲେ । ସାଉଥକୋ କାର୍ଯ୍ୟାଳୟରେ ବିଦ୍ୟୁତ କଟାକୁ ନେଇ ବିଭିନ୍ନ ନାରା ମଧ୍ୟ…

ପୋଲିସ ଓ ଓକିଲଙ୍କ ବିବାଦ ନଥମୁଣୁ, ପୁଣି ପୋଲିସ ର ଜଣେ ଓକିଲକୁ ମାଡ଼

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆମ ରାଜ୍ୟରେ ଦେଖା ଦେଇଥିବା ଓକିଲ ଓ ପୋଲିସ ବିବାଦ ର ନିଆଁ କମିନଥିଲା ବେଳେ ପୁଣି ଜଣେ ଓକିଲ ଥାନା ଭିତରେ ପୋଲିସ ଠାରୁ ମାଡ଼ ଖାଇ ହସ୍ପିଟାଲରେ ଚିକିତ୍ସିତ ହେବା ଘଟଣା ପୁଣି ଓକିଲ ଏବଂ ପୋଲିସ ବିବାଦରେ ଘିଅ ଢାଳିବା ଭଳି ଘଟଣା ସୃଷ୍ଟି କରିଛି। । ମିଳିଥିବା ସୂଚନା…

ଓଡ଼ିଶାରେ କେନ୍ଦ୍ରୀୟ ଟିମ, ତିତଲି କ୍ଷୟକ୍ଷତି ଆକଳନ କରିବ ୮ ଜଣିଆ ଟିମ୍

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାତ୍ୟା ‘ତିତଲି’ ଜନିତ କ୍ଷୟକ୍ଷତିର ଅନୁଧ୍ୟାନ ପାଇଁ ଗତକାଲି ରାତିରେ କେନ୍ଦ୍ରୀୟ ଟିମ୍ ଓଡ଼ିଶାରେ ପହଞ୍ଚିଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଏସକେ ଶାହୀଙ୍କ ନେତୃତ୍ୱରେ ୮ଜଣିଆ ଟିମ୍ ବାତ୍ୟା ଓ ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକୁ ଗସ୍ତ କରି କ୍ଷୟକ୍ଷତି…