ବସ୍ ଦୁର୍ଘଟଣା, ୪ ଇଞ୍ଜିନିୟର ସସ୍ପେଣ୍ଡ
ଓଡିଶା ଫାଷ୍ଟ( ବ୍ୟୁରୋ): ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ବସ୍ ଦୁର୍ଘଟଣାରେ 4 ଜଣଙ୍କୁ ସସ୍ପେଣ୍ଡ କରାଯାଇଛି । ବ୍ରହ୍ମପୁର ଇଲେକ୍ଟ୍ରିକାଲ ଡିଭିଜନର ଜେଇ ଓ ସହକାରୀ ଯନ୍ତ୍ରୀଙ୍କୁ ସସ୍ପେଣ୍ଡ କରାଯାଇଥିବା ବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗର ଜେଇଇ ଓ ସହକାରୀ ଯନ୍ତ୍ରୀଙ୍କୁ ସସ୍ପେଣ୍ଡ…