Browsing Tag

ganjam

ମା’ଙ୍କ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଗଞ୍ଜମ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଗଞ୍ଜମ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅଧିଷ୍ଠାତ୍ରୀ ଦେବୀ ମା' ତାରାତାରିଣୀ ପୀଠରେ ଚାଲିଛି ଜୀର୍ଣ୍ଣୋଦ୍ଧାର ଓ ନୂତନ ପ୍ରାସାଦ ପ୍ରତିଷ୍ଠା ମହୋତ୍ସବ। ମା’ଙ୍କ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଦିଶକ୍ତି…

ଝାଡ଼ାବାନ୍ତିରେ ୨ମୃତ, ୧୪ ଅସୁସ୍ଥ

ମୋହନା: ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ଲାକଟେରୀ ଗାଁରେ ଝାଡ଼ାବାନ୍ତିରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ଚିକିତ୍ସାଧୀନ ଅଛନ୍ତି। ୧୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି। ମେଡ଼ିକାଲ କର୍ମଚାରୀ କହିଛନ୍ତି, ପଚା ମାଛ ଖାଇ ସମସ୍ତେ…

ଏସପି ଅଫିସ୍ ଆଗରେ ଆତ୍ମହତ୍ୟା ଉଦ୍ୟମ ଘଟଣା: ଯୁବକଙ୍କ ମୃତ୍ୟୁ

ଗଞ୍ଜାମ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଗଞ୍ଜାମ ରମ୍ଭା ଥାନା ବରୀ ଗାଁର ବାଦଲ ସାହୁ ନାମକ ଯୁବକ ଗଞ୍ଜାମ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ ଘଟଣା । ଆଜି ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ତାର ମୃତ୍ୟୁ ଘଟିଛି । ନ୍ୟାୟ ପାଇଁ ଆସିଥିବା ଲୋକ ନ୍ୟାୟ ନ ପାଇ ଆତ୍ମହତ୍ୟା…

ଆସନ୍ତାକାଲିଠୁ ଗଞ୍ଜାମରେ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗଞ୍ଜାମ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଆସନ୍ତାକାଲିଠୁ ବନ୍ଦ ରହିବ। ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ୁଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ଫେବ୍ରୁଆରୀ ପହିଲା ଯାଏ ଏହି କଟକଣା ବଳବତ୍ତର ରହିବ। ସମସ୍ତ ଧର୍ମାନୁଷ୍ଠାନରେ…

ପ୍ରେମିକା ଉପରେ ସ୍ପିରିଟ୍ ଢ଼ାଳି ପୋଡ଼ି ଦେଇଥିବା ପ୍ରେମିକକୁ ଗିରଫ କଲା ପୋଲିସ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗଞ୍ଜାମର ପୁରୁଷୋତ୍ତମପୁର ଅଞ୍ଚଳରୁ ଏକ ଲୋମହର୍ଷଣକାରି ଖବର ମିଳିଛି ଯାହାକୁ ବିଶ୍ୱାସ କରାଯାଇ ପାରିବ ନାହିଁ । ଜଣେ ଶିକ୍ଷିତ ଯୁବକ କିପରି ଏତେ ନୃଶଂସ ହୋଇପାରେ । ଯାହାକୁ ଦିନେ ଭଲ ପାଇବାର ଦାବା କରୁଥିଲା ତାର ହତ୍ୟା କ'ଣ ସେ କରିପାରିବ । ନିଜ ପ୍ରେମିକାକୁ ଡାକି…

ଗଞ୍ଜାମରେ ଗଣେଶ ପୂଜା ଉପରେ ଲାଗିଲା କଟକଣା

ଓଡ଼ିଶାଫାଷ୍ଟ(ବ୍ୟୁରୋ):କରୋନା ପାଇଁ ଫିକା ପଡ଼ୁଛି ପର୍ବ ପର୍ବାଣୀ। ପୂର୍ବରୁ ଟ୍ୱିନସିଟିରେ ଗଣେଶ ପୂଜା ଉପରେ କଟକଣା ଲାଗିଥିବା ବେଳେ ଏବେ ଗଞ୍ଜାମରେ ମଧ୍ୟ ଗଣେଶ ପୂଜାକୁ ଉପରେ କଟକଣା ଲାଗିଛି। ଗଞ୍ଜାମରେ ଚଳିତବର୍ଷ ହେବନି ଗଣେଶ ପୂଜା। କରୋନା ସଂକଟକୁ ଆଖିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ…

ମୃତ୍ୟୁ ପରେ ପାଖ ମାଡିଲେନି ସମ୍ପର୍କୀୟ, ଶବ ଉଠାଇଲେ ସାମ୍ବାଦିକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ମହାମାରୀ ସମୟରେ କରୋନା ଯୋଦ୍ଧାମାନେ ନିଜ ଜୀବନକୁ ବାଜି ଲଗାଇ କର୍ମ କ୍ଷେତ୍ରରେ କାମ କରୁଛନ୍ତି । କିନ୍ତୁ ସେହିମାନେ ଯଦି କରୋନାରେ ମୃତ୍ୟୁ ବରଣ କରନ୍ତି ତେବେ ତାଙ୍କ ପାଇଁ ନା ଆଗେଇ ଆସୁଛନ୍ତି ସମ୍ପର୍କୀୟ ନା ସହକର୍ମୀ । ଏପରି ଏକ ଘଟଣା ଘଟିଛି ଗଂଜାମ…

କୋଭିଡ ମୁକାବିଲା: ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଆସନ୍ତା କାଲି ଠାରୁ ଗଞ୍ଜାମରେ ପ୍ଲାଜ୍‌ମା ଥେରାପି ପାଇଁ…

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଗଞ୍ଜାମ ଜିଲ୍ଲାର କୋଭିଡ ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରି ରଣନୀତିକୁ ସୁଦୃଢ କରିବା ପାଇଁ କେତେକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ : •…

ଜୁନ୍‌ ୩୦ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲା ଲକ୍‌ଡାଉନ୍

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜିଠାରୁ ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାକୁ ଲକ୍‌ଡାଉନ୍‌ ଘୋଷଣା ହୋଇଛି। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଏସ୍‌ପି ବ୍ରିଜେଶ କୁମାର ରାଏ ଏହି ସୂଚନା ଦେଇଛନ୍ତି। କରୋନା ସଂକ୍ରମଣ ମୁକାବିଲା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ…

ରାଜ୍ୟରେ କରୋନା ନେଲା ଆଉ ଏକ ମୁଣ୍ଡ: ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜ୍ୟରେ କରୋନା ନେଲା ଆଉ ଏକ ମୁଣ୍ଡ । ତେବେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି।ମୃତକ ଜଣକ ଗଞ୍ଜାମ ଜିଲ୍ଲାର ୫୦ବର୍ଷୀୟ ବ୍ୟକ୍ତି । ଚିକିତ୍ସାଧୀନ ଅବସ୍ଥାରେ କୋଭିଡ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ସେ ଡାଇବେଟିସ,…