Browsing Tag

ganja sezed

୧କ୍ୱୁଣ୍ଟାଲ ୫୫କେଜି ଗଞ୍ଜେଇ ଜବତ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରୁପ୍ରା ଗ୍ରାମର ବେଙ୍ଗପୂଜା ଛକ ନିକଟରେ ପୁଲିସ୍‌ ପାଟ୍ରୋଲିଂ ସମୟରେ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି । ଏଥିସହ ୪ ବାଇକ୍ ମଧ୍ୟ ଜବତ କରିବା ସହ ୩ ଜଣକୁ ଗିରଫ କରିଛି । ଦ୍ରୁତଗତିରେ କେତୋଟି ବାଇକ୍ ଆସୁଥିବା ପେଟ୍ରୋଲିଙ୍ଗ କରୁଥିବା…