ଗଙ୍ଗାମାତା ସୁଡଙ୍ଗରେ ବିଦେଶୀ ପର୍ଯ୍ୟଟକଙ୍କୁ ପ୍ରବେଶ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁରୀ ଶ୍ରୀମନ୍ଦିର ସୁରକ୍ଷା ପାଇଁ 75 ମିଟର ସ୍ଥାନରୁ ଜବର ଦଖଲ ଉଚ୍ଛେଦ କରାଯାଇଛି। ଫଳରେ ଅନେକ ଐତିହ ସମ୍ପନ୍ନ ମନ୍ଦିର ଗୁଡିକ ମାଟିରେ ମିଶିଗଲା। ସୌନ୍ଦର୍ଯ୍ୟକରଣ ନାମରେ ଅନେକ ଟଙ୍କା ଖର୍ଚ୍ଚ ହେଲା । କିନ୍ତୁ ସେ ସବୁ କେବଳ ଲୋକଦେଖାଣିଆ ବୋଲି ଚର୍ଚ୍ଚା ହେଉଛି।…