Browsing Tag

Ganesh

କାର୍ଯ୍ୟ ସିଦ୍ଧି ପାଇଁ କେଉଁ ବାରରେ କଣ କରିବେ ଜାଣନ୍ତୁ

କୌଣସି ଶୁଭ କାର୍ଯ୍ୟରେ ବାହାରକୁ ଯିବା ସମରେ ଅନେକ ଦିଗ ପ୍ରତି ଦୃଷ୍ଟି ଦେବାକୁ ପଡ଼ିଥାଏ । ଏହାସହ କାର୍ଯ୍ୟ ସିଦ୍ଧି ପାଇଁ ବିଶେଷ ଉପାୟମାନ ଘର ମାନଙ୍କରେ ଆପଣା ଯାଇଥାଏ। ଯେପରି ଦହି ଚିନି ଖଇକି ଯିବା ଶୁଭ ହୋଇଥାଏ ବୋଲି କୁହାଯାଏ, ସେପରି ପୂର୍ଣ୍ଣ ପାଣି ପତ୍ର ଦେଖିବା ଆଦି। ତେବେ…

ଗଣେଶଙ୍କ କୁବେର ମନ୍ତ୍ର ଜୀବନର ସମସ୍ତ ବିଘ୍ନ ଦୂର ହୋଇଯିବ

ବୁଧବାର ଦିନଟି ଗଣପତି ଙ୍କ ଦିନ ଅଟେ।ମାନ୍ୟତା ଅନୁସାରେ ଏହିଦିନ ଗଣପତିଙ୍କୁ ବିଧିବିଧାନ ଭାବରେ ପୂଜା କରାଗଲେ ଜୀବନର ସମସ୍ତ ବିଘ୍ନ ଦୂର ହୋଇଥାଏ। ଗଣପତି ମହାପ୍ରଭୁ ଙ୍କ ପ୍ରିୟ ଅଟେ ଦୂବଘାସ।ଯଦି ଏହିଦିନ ଗଣପତିଙ୍କୁ ନିକଟରେ ଦୂବଘାସ ଓ ଦୁଗ୍ଧ ଅର୍ପଣ କରାଯାଏ ତେବେ ସେ ସନ୍ତୁଷ୍ଟ ହୋଇ…

ଗଜାନନ ଙ୍କୁ ଏମିତି କରନ୍ତୁ ପୂଜା: ପୂରଣ ହେବ ମନସ୍କାମନା

ଚିତ୍ତ ବା ହୃଦୟର ୫ ପ୍ରକୃତି ରହିଥିବା କୁହାଯାଏ । ଏମାନେ ହେଲେ କ୍ଷିପ୍ତ, ମୂଢ଼, ବିକ୍ଷିପ୍ତ, ଏକାଗ୍ର ଓ ନିରୁଦ୍ଧ । ହୃଦୟ ଯେଉଁଆଡେ ଯାଏ ଏଗୁଡ଼ିକ ସେଥିରେ ତଦାକାର ହୋଇଯାଆନ୍ତି । ଯାହଦ୍ୱାରା ଅଖଣ୍ଡ ଓ ଅନୂପମ ଆନନ୍ଦ ଅନୁଭବ ହୋଇଥାଏ । ହୃଦୟ ପ୍ରବୃତ୍ତିର ନିରୋଧ ମୂଳାଧାର ଚକ୍ର ବିକଶିତ ହେଲେ…