Browsing Tag

Gaanja Seize

କୋଟିଏ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

ନବରଙ୍ଗପୁର ଜିଲ୍ଲା ପାଡୁଆ ପୋଲିସକୁ ବଡ ସଫଳତା ମିଳିଛି । ବାଡେଲ ଅଞ୍ଚଳରୁ ଆନ୍ଧ୍ର ଗଞ୍ଜେଇ ଚୋରା ଚାଲଣ ବେଳେ ମାଡ଼ି ବସିଲା ପାଡ଼ୁଆ ପୋଲିସ । ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ଚଙ୍କା ହେବ ବୋଲି ଜଣାପଡିଛି। ସୂଚନାନୁସାରେ, ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ…