Browsing Tag

full moon day

ଆଜି ଦେଖାଯିବନି ଗୋଲାପୀ ଜହ୍ନ

ଭୁବନେଶ୍ୱର : ଆଜି (ଏପ୍ରିଲ୍ ୧୬ ତାରିଖ ଶନିବାର ଦିନ) ପୂର୍ଣ୍ଣିମା ରାତିର ଆକାଶରେ ଗୋଲାପୀ ଜହ୍ନ ଚମକିବ ବୋଲି ଚର୍ଚ୍ଚା ଜୋର ଧରିଛି । ତେବେ ଉକ୍ତ ରାତିରେ ଦୃଶ୍ୟମାନ ହେବାକୁ ଥିବା ଜହ୍ନର ରଙ୍ଗ ଗୋଲାପୀ ଦେଖାଯିବ ନାହିଁ ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମର ଉପନିର୍ଦ୍ଦେଶକ ଶୁଭେନ୍ଦୁ…