ଆଉ ଏକ ସୀମା ପାର ପ୍ରେମ କାହାଣୀ, ଫେସବୁକରେ ପ୍ରେମ ହୋଇ ଶ୍ରୀଲଙ୍କାରୁ ଭାରତ ଆସି ପ୍ରେମିକ ସହ କଲେ ବିବାହ
ଏହି ସମୟରେ ଦେଶରେ ସୀମା ହାଇଦର ଓ ଅଞ୍ଜୁ ମୀଣାରୁ ଫାତିମା ହୋଇଥିବା ମହିଳାଙ୍କର ଚର୍ଚ୍ଚା ଖୁବ୍ ଜୋରରେ ହେଉଛି। ଗୋଟେପଟେ ଯେଉଁଠି ପବଜୀରେ ବନ୍ଧୁତା କରି ସୀମା ହାଇଦର ପାକିସ୍ତାନରୁ ଭାରତ ଆସିଥିବା ବେଳେ ଅନ୍ୟପଟେ ଅଞ୍ଜୁ ଫେସବୁକ୍ରେ ବନ୍ଧୁତା କରି ପାକିସ୍ତାନ ଚାଲି ଯାଇଛନ୍ତି। ଏବେ ଆଉ ଏକ…