ବିକ୍ରି ପାଇଁ ରଖାଯାଇଥିବା ୨ ଶିଶୁ ନର୍ସିଂହୋମେ ରୁ ଉଦ୍ଧାର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜଗତ୍ସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ଥିବା ଆଚାର୍ଯ୍ୟ ନର୍ସିଂହୋମ୍ରୁ ଗୁରୁବାର ସନ୍ଧ୍ୟାରେ୨ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କ ମଧ୍ୟରୁ ଗୋଟିଏ ଶିଶୁକନ୍ୟା ଓ ଅନ୍ୟଟି ପୁତ୍ର । ଶିଶୁକନ୍ୟାଟି ୧୫ ଦିନର ହୋଇଥିବାବେଳେ ପୁଅଟି ୧ ମାସ ୮ ଦିନର…