Browsing Tag

from Italy

ଇଟାଲୀରୁ ଆସିବ ୮ଶହ କିଗ୍ରା ଓଜନର ଗୀତା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଇସ୍କନ ପକ୍ଷରୁ ସୁନା, ରୁପା, ପ୍ଲାଟିନମ୍‌ରେ ତିଆରି ଗୀତା ଖୁବଶୀଘ୍ର ଭାରତକୁ ଆସିବ । ଇଟାଲୀର ମିଲାନରୁ ସମୁଦ୍ର ପଥ ଦେଇ ଏହି ଗୀତା ଭାରତରେ ପହଞ୍ଚିବ । ଏହାର ଓଜନ ୮ଶହ କିଗ୍ରା ରହିଛି । ହରିୟାଣାର କୁରୁକ୍ଷେତ୍ର ଜିଲ୍ଲାସ୍ଥିତ ଜ୍ୟୋତିସରଠାରେ ନିର୍ମାଣ ଚାଲିଥିବା…