ହାତରୁ ବାରମ୍ବାର କ୍ଷୀର ପଡିବା, ଭବିଷ୍ୟତ ପାଇଁ ଦେଇଥାଏ ଏଭଳି ସଂକେତ
ଅଧିକାଂଶ ସମୟ ଆମ ହାତରୁ କିଛି ଜିନିଷ ପଡ଼ିଯାଇଥାଏ। କିନ୍ତୁ ଏପରି କେତେକ ଜିନିଷ ରହିଛି ଯାହା ପଡ଼ିବା ଅଶୁଭ ସଙ୍କେତ ବୋଲି ଧରାଯାଇଥାଏ। ବାସ୍ତୁଶାସ୍ତ୍ରରେ କେଉଁ କେଉଁ ଜିନିଷ ତଳେ ପଡ଼ିଲେ ଅଶୁଭ ହୋଇଥାଏ ଏବଂ ଭବିଷ୍ୟତରେ ଆମ ପାଇଁ କଣ ଅସୁବିଧା ଏବଂ ବିପଦ ସୃଷ୍ଟି କରିଥାଏ ଆସନ୍ତୁ…