Browsing Tag

Frequent dehydration can lead to serious problems

ବାରମ୍ବାର ଶୋଷ ଲାଗୁଥିଲେ ହୋଇପାରେ ଗମ୍ଭୀର ସମସ୍ୟା

ଗରମ ଦିନ ଆସିଗଲାଣି। ଗରମ ଦିନରେ ଅଧିକ ପାଣି ପିଇବା ଜରୁରୀ ହୋଇଥାଏ। କିନ୍ତୁ ଯଦି ଆପଣଙ୍କୁ ଦରକାର ଠାରୁ ଅଧିକ ଶୋଷ ଲାଗିଥାଏ, ତେବେ ଆପଣ ସତର୍କ ରହିବା ଉଚିତ। ଏହା ଡାଇବେଟିଜର ପ୍ରାରମ୍ଭକ ଲକ୍ଷଣ ହୋଇଥାଏ। ଏପରିସ୍ଥଳେ ବ୍ଲଡ ସୁଗାର ତୁରନ୍ତ ଯାଞ୍ଚ କରିଦିଅନ୍ତୁ। ବାରମ୍ବାର ଶୋଷ…