Browsing Tag

fraud

EOW ଜାଲରେ ଠକ

ଭୁବନେଶ୍ବର(ଓଡ଼ିଶା ଫାଷ୍ଟ ବ୍ୟୁରୋ): EOW ଜାଲରେ ଠକ । ଫ୍ଲାଟ୍ ଦେବା ନାଁରେ ଠକେଇ। ୧.୧୬ କୋଟି ଠକେଇ ଅଭିଯୋଗରେ ଜଣଙ୍କୁ ଗିରଫ କଲା EOW । ବିଲଡର ସଂସ୍ଥାର ନିର୍ଦ୍ଦେଶକ ଅମରେଶ ଷଡ଼ଙ୍ଗୀକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ EOW । ଅମରେଶ ଷଡଙ୍ଗୀଙ୍କର ଘର ନୟାଗଡ ଜିଲ୍ଲା ନୂଆଗାଁ ବାରବାଟୀ…

ଋଣ ଓ ଚାକିରୀ କରାଇଦେବା ନାଁରେ ଠକେଇ: ମୁଖ୍ୟ ଅଭିଯୁକ୍ତ ଗିରଫ

ନବରଙ୍ଗପୁର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର ଚାକିରୀ କରାଇ ଦେବାକୁ ଠକେଇ ଅଭିଯୋଗ। ପ୍ରଥମେ ଟଙ୍କା ଦିଅ ସବୁ କାମ ହେଇଯିବ।ନବରଙ୍ଗପୁର ଜିଲ୍ଲା କୁସୁମୀ ଗ୍ରାମର ସୁନୀଲ ହରିଜନ ଏମିତି କହି ଲୋକଙ୍କୁ ପ୍ରଲୋଭନ ଦେଖାଇଥିଲେ। ଏପରି କହି ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର…

ମେଡିକାଲ୍ କଲେଜରେ ନାମ ଲେଖାଇବାକୁ କହି ଠକେଇ: ୨ ଗିରଫ

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ):ଏକ ଘରୋଇ ମେଡିକାଲ୍ କଲେଜ୍‌ରେ ନାମ ଲେଖାଇବାକୁ କହି ଠକେଇ ଅଭିଯୋଗ । ଜଣେ ଛାତ୍ରୀଙ୍କୁ ଠକେଇ ଅଭିଯୋଗରେ ୨ ଆନ୍ତଃରାଜ୍ୟ ଠକ ଗିରଫ ହୋଇଛନ୍ତି । ଦୁଇ ଠକ ହେଉଛନ୍ତି କୋଲକାତାର ଅମିତ ବାନାର୍ଜୀ ଓ ବିହାରର ବିକାଶ କୁମାର । ଉଭୟଙ୍କୁ ଇନ୍‌ଫୋସିଟି ଥାନା…

ଜିତୁ ପଟ୍ଟନାୟକଙ୍କର ୧୩୩ କୋଟିର ଡିପୋଜିଟ୍ ସିଜ୍ କଲା ଇଡି

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଖଣି ବ୍ୟବସାୟୀ ଜିତୁ ପଟ୍ଟନାୟକଙ୍କ ୧୩୩ କୋଟିର କୋଟିର ଡିପୋଜିଟ୍ ସିଜ୍ କଲା ଇଡି । ତାହା ଭିତରେ ରହିଛି ବ୍ୟାଙ୍କ ଜମା ଓ ଫିକ୍ସଡ ଡିପୋଜିଟ୍ । ଏଥିସହ ୬୯ ଲକ୍ଷ ଟଙ୍କାର ନଗଦ କ୍ୟାସକୁ ବି ସିଜ୍ କରିଛି । ୨୦ ଘଣ୍ଟାର ମାରାଥନ୍ ରେଡ୍ ପରେ ଏସବୁ ଜବତ…

ଟ୍ୱିଟ୍ କରି ସତର୍କ କରାଇଲେ ବାଚସ୍ପତି

ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ନାମରେ ଫେକ୍ ହ୍ୱାଟସଆପ ଆକାଉଣ୍ଟ। ଏହି ଫେକ୍ ଓ୍ୱାଟସଆପ ଡିପିରେ ବାଚସ୍ପତି ଓମ୍ ବିର୍ଲାଙ୍କ ଫଟୋ ରଖି ସାଂସଦ ମାନଙ୍କୁ ମାସେଜ୍ ପଠାଇବା ଉଦ୍ୟମ କରାଯାଉଥିଲା। ଲୋକସଭା ବାଚସ୍ପତି ଓମ ବିର୍ଲା ଏ ବାବଦରେ ଅବଗତ ହେବା ପରେ ଟୁଇଟ କରି କହିଛନ୍ତି…

ଲୋକସଭା ବାଚସ୍ପତିଙ୍କ ନାଁରେ ଫେକ୍ ହ୍ବାଟସଆପ୍ ଆକାଉଣ୍ଟ

କଟକ : ରାଜ୍ୟରେ ଦିନକୁ ଦିନ ଅନଲାଇନ୍ ଠକେଇ ବଢୁଥିବା ବେଳେ ବର୍ତ୍ତମାନ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ନାଁରେ ହ୍ବାଟସଆପ ଆକାଉଣ୍ଟ କରି ଠକେଇ କାରବାର ଘଟଣାର ତଥ୍ୟ ଏବେ ସାମ୍ନାକୁ ଆସିଛି । ଓଡ଼ିଶା ସର୍କଲର ଏକ ବିଏସଏନଲ ନମ୍ବରକୁ ବ୍ୟବହାର କରିଥିଲେ ଠକ। ଘଟଣାରେ ଅଧିକ ତଥ୍ୟ ହାସଲ…

ଏହି ୫ଟି ଭୁଲ କଲେ, ହେବେ ଠକେଇର ଶୀକାର

ଡିଜିଟାଲ ନେଣଦେଣରେ ଭାରତ ବିଶ୍ୱର ଅନ୍ୟ ପ୍ରଗତିଶୀଳ ଦେଶଙ୍କ ସହ ପ୍ରାୟ ଏବେ ସମାନ ହୋଇଗଲାଣି। ଦେଶରେ ଏବେ ଏପରି କେହି ଜଣେ ନଥିବେ ଯାହାଙ୍କ ସ୍ମାର୍ଟ ଫୋନରେ ଡିଜିଟାଲ ପେମେଣ୍ଟ ଆକାଉଣ୍ଟ ନଥିବ। ତେବେ ଏପରି ଦେୟ ବ୍ୟବସ୍ଥା ଯେପରି ସୁବିଧାଜନକ ମନେ ହେଉଛି କେତେକ କ୍ଷେତ୍ରରେ ଏବେ ବିପଦଜନକ…

କଟକ ମାଲଗୋଦାମରୁ ନକଲି ସର୍ଫ ଜବତ

କଟକ (ଓଡ଼ିଶା ଫାଷ୍ଟ ବ୍ୟୁରୋ): କଟକରୁ ପୁଣି ନକଲି । ନକଲି ଖାଦ୍ୟ ସାମଗ୍ରୀ ପରେ ଏବେ ନକଲି ଡିଟରଜେଣ୍ଟ । କଟକ ରେଳ ଷ୍ଟେସନରୁ ନକଲି ଡିଟରଜେଣ୍ଟ ଜବତ ହୋଇଛି । ମାଲଗୋଦାମ ଥାନା ପକ୍ଷରୁ ଚଢାଉ କରାଯାଇ ଏହାକୁ ଜବତ କରିଛି ପୋଲିସ । ପ୍ରାୟ ସାଢେ ତିନି ଟନ୍ ନକଲି ଡିଟରଜେଣ୍ଟ ଜବତ ହୋଇଛି ।…

ଏହି ୫ଟି ଭୁଲ କଲେ, ହେବେ ଠକେଇର ଶୀକାର

ଡିଜିଟାଲ ନେଣଦେଣରେ ଭାରତ ବିଶ୍ୱର ଅନ୍ୟ ପ୍ରଗତିଶୀଳ ଦେଶଙ୍କ ସହ ପ୍ରାୟ ଏବେ ସମାନ ହୋଇଗଲାଣି। ଦେଶରେ ଏବେ ଏପରି କେହି ଜଣେ ନଥିବେ ଯାହାଙ୍କ ସ୍ମାର୍ଟ ଫୋନରେ ଡିଜିଟାଲ ପେମେଣ୍ଟ ଆକାଉଣ୍ଟ ନଥିବ। ତେବେ ଏପରି ଦେୟ ବ୍ୟବସ୍ଥା ଯେପରି ସୁବିଧାଜନକ ମନେ ହେଉଛି କେତେକ କ୍ଷେତ୍ରରେ ଏବେ ବିପଦଜନକ…