ଲୋକସଭାରେ ବିଶୃଙ୍ଖଳା କରିବା ପଡିଲା ଭାରି; କଂଗ୍ରେସର ୪ ସାଂସଦ ହେଲେ ନିଲମ୍ବିତ
ବାରମ୍ବାର ସଂସଦର କାର୍ଯ୍ୟବାହୀରେ ବାଧା ସୃଷ୍ଟି କରି ମୌସୁମୀ ଅଧିବେଶନର ଅବଶିଷ୍ଟ ଦିବସରୁ ନିଲମ୍ବିତ ହେଲେ କଂଗ୍ରେସର ୪ ଜଣ ଲୋକସଭା ସାଂସଦ । ଲୋକସଭାରେ ବିଶୃଙ୍ଖଳା ଓ ଗରିମା ନଷ୍ଟ ଅଭିଯୋଗ ପ୍ରସ୍ତାବ ଉପରେ ବିଚାର କରି ୪ କଂଗ୍ରେସ ସାଂସଦଙ୍କୁ ନିଲମ୍ବିତ କରିଛନ୍ତି ବାଚସ୍ପତିଙ୍କ…