ସଙ୍କଟାପନ୍ନ ଅବସ୍ଥାରେ ପରଭେଜ ମୁସାରଫଙ୍କ ଡାକ୍ତରଖାନାରେ ଭର୍ତ୍ତି
ନୂଆଦିଲ୍ଲୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଗୁରୁତର ଅବସ୍ଥାରେ ରହିଛନ୍ତି ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଜେନେରାଲ ପରଭେଜ ମୁସାରଫ। ମୁସାରଫଙ୍କୁ ତିନି ସପ୍ତାହ ଧରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ ଏବେ ଗୁରୁତର ଅବସ୍ଥାରେ ରହିଛନ୍ତି। ପୂର୍ବତନ ସେନା ମୁଖ୍ୟଙ୍କ ସ୍ୱାସ୍ଥ୍ୟ…