Browsing Tag

former OCA secretary Ashirbad Behra

ହସ୍ପିଟାଲରେ ଥାଇ ଭୋଟ ଦେଲେ ଆଶୀର୍ବାଦ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସରିଲା ଓସିଏ ନିର୍ବାଚନ । ଆଜି ଅପରାହ୍ନ ୨ଟାରେ ସରିଲା ଭୋଟିଂ । ଆଉ କିଛିସମୟ ପରେ ଆରମ୍ଭ ହେବ ଗଣତି । ପୂର୍ବରୁ ନିଜର ଭୋଟ ଅଧିକାର ସାବ୍ୟସ୍ତ କରିବାକୁ ଅନୁମତି ମାଗିଥିଲେ ଆଶୀର୍ବାଦ । ଏନେଇ ଗତକାଲି ତାଙ୍କୁ ଅନୁମତି ପ୍ରଦାନ କରାଯାଇଥିଲା । ତେଣୁ ଆଜି ଏସସିବି…