ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ ହୃଷିକେଶ ନାଏକ
ବିଜେଡି ଛାଡ଼ିଲେ କେନ୍ଦୁଝର ଜିଲ୍ଲା ପାଟଣାର ପୂର୍ବତନ ବିଧାୟକ ହୃଷିକେଶ ନାଏକ। ପାଟଣା ନିର୍ବାଚନ ମଣ୍ଡଳୀରୁ ୫ ଥର ବିଧାୟକ ରହିଥିବା ହୃଷିକେଶ, ଦଳରୁ ଅଣଦେଖା ଅଭିଯୋଗରେ ଇସ୍ତଫା ଦେଇଥିବା ଜଣାପଡ଼ିଛି। ହୃଷିକେଶ ଗତ ୧୫ ତାରିଖରେ ନିଜ ଇସ୍ତଫାପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ…