Browsing Tag

former minister of bjd

ବିଜେଡ଼ି ରୁ ବିଦା ହେବେ ଦାମ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୂର୍ବରୁ ନିଜ ବେଲଗାମ ତୁଣ୍ଡ ପାଇଁ ମନ୍ତ୍ରୀପଦ ହରାଇଥିଲେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ । ଗତ କିଛିଦିନ ହେବ ଡାକ୍ତର ଦାମୋଦର ରାଉତଙ୍କ ବୋଲ ମାନୁନି ତାଙ୍କ ତୁଣ୍ଡ । ଦଳ ବିରୋଧୀ ମନ୍ତବ୍ୟ ଦେଇଚାଲିଛନ୍ତି ଦାମ । ଆଉ ଏହି ମନ୍ତବ୍ୟର…