ଦୁର୍ଘଟଣାରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନଟି ରାମା ରାଓଙ୍କ ପୁଅ ମୃତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ହାଇଦ୍ରାବାଦ ଠାରେ ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ଘଟିଯାଇଛି । ଏହି ଦୁର୍ଘଟଣାରେ ଦକ୍ଷିଣ ଭାରତୀୟ ଫିଲ୍ମର ସୁପର୍ଷ୍ଟାର୍ ଜୁନିଅର ଏନ୍ଟିଆର୍ଙ୍କ ବାପା ନନ୍ଦମୂର୍ତି ହରିକୃଷ୍ଣାଙ୍କର ପରଲୋକ ହୋଇଯାଇଛି । ସେ ପ୍ରସିଦ୍ଧ ଅଭିନେତା ତଥା ଆନ୍ଧ୍ର ପ୍ରଦେଶର ପୂର୍ବତନ…