ଏହିସବୁ ଭୁଲ ପାଇଁ ଜୀବନରେ କେବେବି ମିଳିନଥାଏ କ୍ଷମା, ଏହି ଭୁଲ ମହାପାପ ସହ ସମାନ
ମାନ୍ୟତା ଅନୁସାରେ ଚାଣକ୍ୟ ଙ୍କ ନୀତି ଶାସ୍ତ୍ର ଆମକୁ ଜୀବନ ରେ ଆଗକୁ ବଢିବା ପାଇଁ ରାସ୍ତା ଦେଖାଇ ଥାଏ l ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ଏପରି କିଛି ଭୁଲ ବିଷୟରେ କହିଛନ୍ତି ଯାହା କି ମହାପାପ ସଦୃଶ ହୋଇଥାଏ ଓ ଯେଉଁଥି ପାଇଁ ବ୍ୟକ୍ତି କୁ କଦାପି କ୍ଷମା କରା ଯାଇ ନପାରେ l
ଚାଣକ୍ୟ ନିଜ…