ୟୁସିଡିଏ ନିର୍ବାଚନରେ ଜାଲିଆତି, ଭୋଟକୁ ଜୋରଦାର ବିରୋଧ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ସଂଘ ନିର୍ବାଚନରେ ବ୍ୟାପକ ଜାଲିଆତି ଅଭିଯୋଗ । ସାଧାରଣ ସଂପାଦକ ପ୍ରଶାନ୍ତ ମହାପାତ୍ର ଚଞ୍ଚକତା କରି ନିର୍ବାଚନ ଜିତିବାକୁ ହୀନ ପ୍ରୟାସ କରୁଥିବାରୁ ଏହାକୁ ଘୋର ବିରୋଧ କରାଯିବ ବୋଲି ସଂଘର କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି ।…