ଏହି ୪ଟି ଅଭ୍ୟାସ ମଣିଷକୁ ଦାରିଦ୍ର୍ୟତା ଆଡକୁ ଠେଲିଦିଏ
ଗରୁଡ ପୁରାଣ ବୈଷ୍ଣବ ସମ୍ପ୍ରଦାୟ ସମ୍ବନ୍ଧିତ ଏକ ମହାପୁରୁଣା। ଏହା ସନାତନ ଧର୍ମରେ ମୃତ୍ୟୁ ପରେ ସଦଗତି ପ୍ରଦାନ କରିଥାଏ ବୋଲି କୁହାଯାଏ। ତେଣୁକରି ସନାତନ ହିନ୍ଦୁ ଧର୍ମରେ ମୃତ୍ୟୁ ପରେ ଗରୁଡ ପୁରାଣ ଶୁଣିବାର ନିୟମ ରହିଛି। ଏହି ପୁରାଣର ଅଧିଷ୍ଠାତା ଦେବତା ଭଗବାନ ବିଷ୍ଣୁ ରହିଛନ୍ତି। ତେଣୁ…