ଶେଷ ହେଲା ଗୁମ୍ଫାରୁ ଉଦ୍ଧାର ଅଭିଯାନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶେଷରେ ଆଜି ଦୀର୍ଘ ୧୮ଦିନର ଜୀବନ ସଂଘର୍ଷ ଶେଷହେଲା। ଗୁମ୍ଫାରୁ ସଫଳତାର ସହ ଉଦ୍ଧାର ହେଲେ ସମସ୍ତ ୧୨ କିଶୋର ଫୁଟବଲ ଖେଳାଳି ଓ ସେମାନଙ୍କ କୋଚ୍। ବଞ୍ଚିବା ର ଇଚ୍ଛା ଶକ୍ତି ଆଗରେ ମୃତ୍ୟୁ ହାର ମାନିଲା। ମୃତ୍ୟୁ କୁ ପରାସ୍ତ କରି ବାକି ଥିବା ୪ ଜଣ ଖେଳାଳି ଆଜି…