ସାଂସଦ ଅପରାଜିତାଙ୍କ ପୁରୀ ପଦଯାତ୍ରା
ପୁରୀ : ମହାପ୍ରଭୁଙ୍କ ଦର୍ଶନ କରିବାକୁ ପୁରୀ ଆସୁଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଏହି ସମୟରେ ମାଳତୀପାଟପୁର ନିକଟରେ ପୋଲିସ ଅପରାଜିତାଙ୍କ ଗାଡିକୁ ଅଟକାଇଥିଲା । ଏନେଇ ପୁରୀ ଏସପି ସୂଚନା ଦେଇଛନ୍ତି ।
ଏହାପରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ନିଜ ସମର୍ଥକଙ୍କ ସହ…