Browsing Tag

Foot

ଆପଣଙ୍କ ପାଦରେ ଏହି ଚିହ୍ନ ଅଛି କି? ଜାଣନ୍ତୁ କ’ଣ ହେବ ଆପଣଙ୍କ ଭାଗ୍ୟ

ନୂଆଦିଲ୍ଲୀ: କେବଳ ହାତ ନୁହେଁ, ବରଂ ପାଦରେ ମଧ୍ୟ ରେଖା ଥାଏ । ସେହି ରେଖାରେ ଶଙ୍ଖ, ଚକ୍ର, ମାଛ ଓ ପଦ୍ମଫୁଲ ଚିହ୍ନ ଥାଏ । ଯାହା ଆପଣଙ୍କର ଭାଗ୍ୟ ସମ୍ପର୍କରେ ସୂଚନା ଦେଇଥାଏ । ସାମୁଦ୍ର ଶାସ୍ତ୍ରରେ କପାଳ ଏବଂ ପାଦର ରେଖା, ଶରୀରର ବିଭିନ୍ନ ଅଙ୍ଗର ଗଠନ, କଳାଜାଇ, ଦାଗ ଇତ୍ୟାଦି ମାଧ୍ୟମରେ…