Browsing Tag

Food

ସାବଧାନ: ତରଭୁଜ ଶରୀର ପାଇଁ ମଧ୍ୟ ହାନିକାରକ

ସାଧାରଣତଃ ଗ୍ରୀଷ୍ମଦିନରେ ତରଭୁଜ ଖାଇବା ପାଇଁ ସମସ୍ତେ ପସନ୍ଦ କରନ୍ତି। ଏହା ସ୍ୱାଦିଷ୍ଟ ହେବା ସହ ଏଥିରେ ୯୨ ପ୍ରତିଶତ ଭାଗ ପାଣି ଥାଏ। ଏହା ଆମ ଶରୀରକୁ ଡିହାଇଡ୍ରେସନରୁ ରକ୍ଷା କରେ। ଏହା ବ୍ୟତୀତ ତରଭୁଜରେ ଶରୀରକୁ ଲାଭ ପଞ୍ଚାଇବା ଭଳି ପୋଷକ ତତ୍ତ୍ୱ ମଧ୍ୟ ଭରପୁର ରହିଛି। ତେବେ ଏତେ ସବୁ…

ଆବଶ୍ୟକତା ଠାରୁ ଅଧିକ ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ

ଅନେକ ଖାଦ୍ୟ ପ୍ରେମୀ ଅଛନ୍ତି। ଯେଉଁମାନେ ଭିନ୍ନ ଭିନ୍ନ ପ୍ରକାର ଖାଦ୍ୟ ଖାଇବାକୁ ମଧ୍ୟ ପସନ୍ଦ କରିଥାଆନ୍ତି। ମାତ୍ର କିଛି ଲୋକେ ଆବଶ୍ୟକତା ଠାରୁ ଅଧିକ ଖାଦ୍ୟ ଖାଇ ଥାଆନ୍ତି। ଅଧିକାଂଶ ସମୟରେ ସ୍ୱାଦିଷ୍ଟ ଖାଦ୍ୟ କାରଣରୁ ମଧ୍ୟ ଅଧିକ ଖାଇଥାଆନ୍ତି। ମାତ୍ର ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ।…

ଭୋଜନ ସମୟରେ କରନ୍ତୁ ନାହିଁ ଏହି ଭୁଲ, ନହେଲେ ଦେଖାଯିବ ବିପଦ

ବାସ୍ତୁ ଶାସ୍ତ୍ରରେ କିଛି ଏପରି ନିୟମ ରହିଛି, ଯାହାକୁ ପାଳନ କରିବା ଦ୍ଵାରା ଜୀବନର ସମସ୍ତ ସମସ୍ଯା ଦୂର ହୋଇ ଯାଇଥାଏ। ପ୍ରତ୍ଯେକ କର୍ମ ଭଳି ଭୋଜନ ପାଇଁ ମଧ୍ୟ କିଛି ନିର୍ଦ୍ଦିଷ୍ଟ ନିୟମ ରହିଛି।ପ୍ରାୟତଃ ଅନେକ ଲୋକେ ଏହି ବିଷୟରେ ଜାଣି ନଥିବେ। ତେବେ ଆସନ୍ତୁ ଭୋଜନ କରିବା ସମୟରେ କେଉଁ ସବୁ…

ଶୀତଋତୁରେ ସୁସ୍ଥ ରହିବା ପାଇଁ ଖାଆନ୍ତୁ ଏହି ସବୁ ଜିନିଷ

ଶୀତଋତୁ ଆସିବା ମାତ୍ରେ ତ୍ଵଚା ଶୁଷ୍କ ହେବା ସହ, ଅନେକ ଚର୍ମ ରୋଗ ଦେଖା ଦେଇଥାଏ। ଏହାସହ ଶୀତ ଦିନରେ ଲୋକଙ୍କ ଜୀବନଶୈଳୀ ସଂପୂର୍ଣ୍ଣ ବଦଳି ଯାଇଥାଏ। ଶୀତଦିନେ ମିଳୁଥିବା କିଛି ବିଶେଷ ଖାଦ୍ୟ ଆମକୁ ଶୀତରୁ ରକ୍ଷା କରିବା ସହ ଶରୀର ସୁସ୍ଥ ଓ ସୁନ୍ଦର କରିଥାଏ। ଏହି ଖାଦ୍ୟଗୁଡ଼ିକ ଶରୀରକୁ…

ଅନେକ ଗୁଣରେ ଭରପୁର କୋବି: କିନ୍ତୁ ଏହି ରୋଗରେ ପୀଡିତ ଲୋକେ ଖାଇବା ଅନୁଚିତ, ହୋଇପାରେ ଅଧିକ ସମସ୍ୟା

କୋବିର ଅନେକ ଫାଇଦା ରହିଛି। କୋବିରେ ଅନେକ ପ୍ରକାର ଆଣ୍ଟିଅକ୍ସିଡେଣ୍ଟ ରହିଛି ଯାହା ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଆଣ୍ଟିଅକ୍ସିଡେଣ୍ଟ ଯୋଗୁଁ ଏହା ଶରୀରରେ ଫ୍ରି ରେଡ଼ିକାଲ୍ସ ହେବାକୁ ଦିଏନାହିଁ ଯାହାଫଳରେ କୋଷରେ ସୁଜନ ହୋଇନଥାଏ। କୋଷରେ ସୁଜନ ହେଲେ ଅନେକ ରୋଗ ଉତ୍ପନ୍ନ ହୋଇଥାଏ।…

ରୋଷେଇ ଘରେ ଥିବା ଏହି ଜିନିଷ ; ଦୂର କରେ ଅନେକ ସମସ୍ୟା

ରୋଷେଇ ଘରେ ଏପରି ବହୁ ଜିନିଷ ରହିଛି, ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ। ମାତ୍ର ସଭିଏଁ ହୁଏତ ତାହାର ଉପକାରୀ ଗୁଣ ବିଷୟରେ ଜାଣି ନଥାଆନ୍ତି। ଆଜି ସେଭଳି କିଛି ଜିନିଷ ମଧ୍ୟରୁ ଗୋଟିଏ ଜିନିଷ ବିଷୟରେ ଜାଣନ୍ତୁ, ଯାହା ସ୍ୱାସ୍ଥ୍ୟ ପାଇଁ ଉପକାରୀ ହେବା ସହ ବହୁ ରୋଗରୁ ମଧ୍ୟ ଦୂରେଇ ରଖେ।…

ଖାଇବା ସମୟରେ ଏକାସଙ୍ଗେ କଣ ପାଇଁ ୩ ଟି ରୁଟି ଦିଆଯାଏନି ଜାଣନ୍ତି କି? ଏମିତି ରହିଛି କିଛି କାରଣ

ହିନ୍ଦୁ ଧର୍ମରେ ତିନି ଠାକୁର ବ୍ରହ୍ମା, ବିଷ୍ଣୁ ଏବଂ ମହେଶଙ୍କୁ ମୁଖ୍ୟ ଭାବେ ବିବେଚନା କରାଯାଇଥାଏ। ଯାହାଙ୍କୁ ତ୍ରିଦେବ ମଧ୍ୟ କୁହାଯାଏ। ସେମାନଙ୍କୁ ହିନ୍ଦୁ ପୁରାଣରେ ସୃଷ୍ଟି କର୍ତ୍ତା, ପାଳନ କର୍ତ୍ତା ଏବଂ ସଂଘାର କର୍ତ୍ତା ଭାବରେ ବିବେଚନା କରାଯାଇଛି। ଏହି ଦୃଷ୍ଟିରୁ ତିନି ଅଙ୍କ ବହୁତ…

ଅଟାରେ ମିଶାନ୍ତୁ ଏହି ଜିନିଷ, ଗାଏବ ହୋଇଯିବ ଗ୍ୟାସ ସମସ୍ୟା

ଆଜିକାଲି ଅଧିକାଂଶ ଲୋକଙ୍କୁ ଗ୍ୟାସ ଭଳି ସମସ୍ୟା ଦେଖାଦେଉଛି। କାରଣ ବର୍ତ୍ତମାନର ବ୍ୟସ୍ତ ବହୁଳ ଜୀବନଶୈଳୀ ଭିତରେ ନା କେହି ଭଲଭାବେ ଖାଇପାରୁଛନ୍ତି ନା ଶୋଇ ପାରୁଛନ୍ତି। ଏମିତି କି ଠିକ ଢ଼ଙ୍ଗରେ ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେଇପାରୁନାହାନ୍ତି କି ଖାଇବା ପିଇବା ପ୍ରତି ଦୃଷ୍ଟି ବି ଦେଉ…

ପ୍ରତିଦିନ ଖାଦ୍ୟରେ ସାମିଲ କରନ୍ତୁ ଚଣାଡ଼ାଲି, ଶରୀରକୁ ମିଳିବ ଏହି ସବୁ ଫାଇଦା

ବିଭିନ୍ନ ପ୍ରକାରର ଡାଲି ଆମ ଶରୀର ପାଇଁ ଖୁବ ଲାଭଦାୟକ ହୋଇଥାଏ । ସେହିପରି ଚଣାଡ଼ାଲିରେ ଫାଇବରରୁ ଆରମ୍ଭ କରି ପ୍ରୋଟିନ୍ , ଭିଟାମିନ୍ ଏବଂ ଖଣିଜର ଭରପୁର ମାତ୍ରା ରହିଥାଏ ଏବଂ ଏଥିରେ ଫ୍ୟାଟ୍ ମାତ୍ରା ବି କମ୍ ଥାଏ । ଚଣାଡ଼ାଲି ଶରୀରକୁ ଉପଯୁକ୍ତ ପ୍ରୋଟିନ୍ ଦେଇଥାଏ । ଏହା କୋଲେଷ୍ଟ୍ରୋଲର…

ଭୁଲରେ କରନ୍ତୁ ନାହିଁ ଏହି କାମ, ନହେଲେ ହୋଇଯିବେ ମୋଟା

ଆପଣ ମୋଟା ହେଵା ନେଇ ଚିନ୍ତିତ କି ? କମ ଖାଇଲେ ବି ହେଉଛନ୍ତି ମୋଟା ? ତେବେ ଏହାର ଏକ କାରଣ ହେଉଛି ଛିଡା ହୋଇ ଭୋଜନ କରିବା । ଜୀବନ ଶୈଳୀରେ ପରିବର୍ତ୍ତନ ଯୋଗୁଁ ବ୍ୟକ୍ତିମାନେ ବର୍ତ୍ତମାନ ଛିଡା ହୋଇ ଭୋଜନ କରୁଛନ୍ତି। ଏହାଦ୍ବାରା ଶରୀରରେ ଅନେକ ସମସ୍ୟା ଦେଖାଦେଇଥାଏ। ସୁସ୍ଥ ରହିବା…