ଜାଣନ୍ତୁ, ଖରାଦିନରେ ଛତୁଆ କେତେ ଉପଯୋଗୀ
ଖରାଦିନେ ଗରମ ଦାଉରୁ ରକ୍ଷା ପାଇଁ ସମସ୍ତେ ଥଣ୍ଡା ପାନୀୟ ପିଇବାକୁ ପସନ୍ଦ କରିଥାନ୍ତି। ବାଟରେ ଯାଉଥିବା ସମୟରେ ହାଲିଆ ଲାଗିଲେ ସ୍ୱାସ୍ଥ୍ୟ ଉପଯୋଗୀ ତରଭୂଜ ଓ କାକୁଡି ଭଳି ଫଳ ଖାଇବାକୁ ମଧ୍ୟ ଦୋକାନରେ ଲୋକଙ୍କ ଭିଡ ଦେଖିବାକୁ ମିଳେ। ସରବତ ଖରାଦିନ ପାଇଁ ବେଷ୍ଟ ଅପସନ ହୋଇଯାଏ। ତେବେ ଆଜି ଆମେ…