Browsing Tag

Food

ଖାଦ୍ୟର ସ୍ବାଦ ସହ ତ୍ୱଚାର ଯତ୍ନ ନେଇଥାଏ ଜିରା

ମସଲା ଜାତୀୟ ସାମଗ୍ରୀ ମଧ୍ୟରେ ଜିରା ମଧ୍ୟ ରହିଥାଏ। ଏହା ଖାଦ୍ୟର ସ୍ବାଦ ବଢାଇବା ସହିତ, ତ୍ୱଚା ପାଇଁ ମଧ୍ୟ ବେଶ ଉପକାରୀ । ଜିରାରୁ ପ୍ରସ୍ତୁତ ଫେସସ୍କ୍ରବ ଏବଂ ଫେସପ୍ୟାକ ତ୍ୱଚା ପାଇଁ ବହୁତ୍ ଲାଭଦାୟକ । ତେବେ ଆସନ୍ତୁ ଜାଣିବା ଜିରା ଫେସସ୍କ୍ରବ ଏବଂ ଫେସପ୍ୟାକର ପ୍ରସ୍ତୁତି, ବ୍ୟବହାର ଏବଂ…

ଜାଣନ୍ତୁ ଖିର ଓ ଦହିର ଉପକାରୀତା

ସୁସ୍ଥ ଶରୀର ପାଇଁ ଖିର ଓ ଦହି ଖୁବ୍‌ ହିତକାରୀ। ଉଭୟରେ ଅଧିକ ମାତ୍ରାରେ ଭିଟାମିନ୍ସ ଓ ଅନେକ ମାତ୍ରାରେ ପୋଷକ ତତ୍ତ୍ବ ରହିଥାଏ। କିନ୍ତୁ ବେଳେବେଳେ ମନରେ ପ୍ରଶ୍ନ ଆସେ ଯେ, ଏହି ଦୁଇଟା ମଧ୍ୟରୁ କେଉଁଟା ଅଧିକ ଉପକାରୀ। ଯଦିଓ ଦୁଇଟି ଖାଦ୍ୟ ପଦାର୍ଥ ଶରୀର ପାଇଁ ଉପକାରୀ ତଥାପି ଖିର ତୁଳନାରେ…

ଘରେ ପ୍ରସ୍ତୁତ କରନ୍ତୁ ମ୍ୟାଙ୍ଗୋ ସାଲାଡ

ଗରମ ଦିନରେ ରସିଆଳି ଆମ୍ବ ବହୁତ ସ୍ୱାଦିଷ୍ଟ ଲାଗିଥାଏ। ଆମ୍ବର ରସ, ଆମ୍ବ ଚଟଣୀ, ଆମ୍ବ ପାମ୍ପଡ, ଏମିତି କେତେ କଣ ରେସିପି ଆମ୍ବରେ ପ୍ରସ୍ତୁତ କରାଯାଏ। ଆଜି ଆମେ ଯେଉଁ ରେସିପି ଆପଣଙ୍କ ପାଇଁ ନେଇ ଆସିଛୁ ତାକୁ ବନାଇବାକୁ ଆପଣଙ୍କୁ ମାତ୍ର ୫ ମିନିଟ ସମୟ ଲାଗିଥାଏ। ହଁ ଆଜ୍ଞା ଆମେ ଆପଣଙ୍କୁ…

ଏହି ବାସନର ପ୍ରସ୍ତୁତ ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ

ସ୍ୱାସ୍ଥ୍ୟ ପାଇଁ ଖାଦ୍ୟର ଯେପରି ଗୁରୁତ୍ୱ ରହିଛି, ସେହିପରି ଖାଦ୍ୟ ପ୍ରସ୍ତୁତ ପାଇଁ ବ୍ୟବହାର ହେଉଥିବା ବାସନର ମଧ୍ୟ ଖୁବ ମହତ୍ତ୍ୱ ରହିଛି। ଏକ ଉନ୍ନତ ଜୀବନଶୈଳୀ ପାଇଁ ବାସନ ଉପରେ ମଧ୍ୟ ଧ୍ୟାନ ଦେବା ଉଚିତ। ବିଭିନ୍ନ ବାସନରେ ଏକ ଭିନ୍ନ ପ୍ରକାର ଆସ୍ତରଣ ରହିଥାଏ। ଯାହା ସ୍ୱାସ୍ଥ୍ୟ ପାଇଁ…

ଶଙ୍କରପୁର ଗୁପଚୁପ୍ ତିଆରି ଘରେ ସିଏମସିର ଚଢଉ

କଟକ (ଓଡ଼ିଶା ଫାଷ୍ଟ ବ୍ୟୁରୋ): କଟକ ଶଙ୍କରପୁରରେ ଚଢଉ କଲା ସିଏମସିର ଖାଦ୍ୟ ସୁରକ୍ଷା ବିଭାଗର କର୍ମଚାରୀ । ଅସ୍ଵାସ୍ଥ୍ୟକର ପରିବେଶରେ ତିଆରି ହେଉଛି ଗୁପଚୁପ୍ । ଘର ଆଗରେ ଡମ୍ପିଂ ୟାର୍ଡ ରହିଥିବାବେଳେ, ଘର ବାହାରେ ଚାଲିଛି ଗୁପଚୁପ୍ ତିଆରି । ଏହାସହ ଗୁପଚୁପ୍ ତିଆରି ବ୍ୟବହାର ହେଉଥିବା…

ତରକାରୀ ପ୍ଲେଟ୍ରୁ ଡେଇଁଲା ମୁଣ୍ଡବିହୀନ ମୃତ ବେଙ୍ଗ

ବେଜିଂ : ବେଙ୍ଗ, ସାପ, ମୂଷା, ଝିଟିପିଟି ଖାଇବା ଚୀନ୍ ନାଗରିକଙ୍କ ପାଇଁ କିଛି ନୂଆ କଥା ନୁହେଁ । ତେବେ ନିକଟରେ ଚୀନ୍ର ଗୋଟିଏ ରେସ୍ତୋରାଁରେ ଏଭଳି ଏକ ବିଚିତ୍ର ଘଟଣା ଘଟିଛି, ଯାହା ରେସ୍ତୋରାଁ ମାଲିକ ଓ ସେଠାରେ ଉପସ୍ଥିତ ଗ୍ରାହକଙ୍କୁ ବିସ୍ମିତ କରିଛି । କିଛିଦିନ ପୂର୍ବେ ଜଣେ ଗ୍ରାହକ…

ଜଳଖିଆରେ ପ୍ରସ୍ତୁତ କରନ୍ତୁ ରାଭା ଉପମା

ସକାଳ ଜଳଖିଆକୁ ସମସ୍ତେ ଅନାଇ ବସିଥାନ୍ତି। ସକାଳ ଜଳଖିଆ ଆମ ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଅଧିକାଂଶ ଲୋକ କାମର ଶୀଘ୍ର ଜଳଖିଆରୁ ବଞ୍ଚିତ ହୁଅନ୍ତି । ଜଳଖିଆ ହରାଇବା ଆମ ପେଟକୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଖାଲି କରିଦିଏ, ଯେଉଁ କାରଣରୁ ଆମ ଶରୀରରେ ପୁଷ୍ଟିକର ଅଭାବ ହୋଇପାରେ ଏବଂ…

ସକାଳରେ ବ୍ରେଡ ଏବଂ ପନିର ମଜା ନିଅନ୍ତୁ

ସକାଳ ସମୟରେ କିଛି ଲୋକ ନିଜର ବ୍ରେକଫାଷ୍ଟ ଭଲ ଭାବେ ଖାଉଥିବା ବେଳେ କିଛି ଲୋକ ସମୟ ଅଭାବରୁ ସ୍କିପ କରନ୍ତି। କିନ୍ତୁ ଏପରି କରିବା ସ୍ବାସ୍ଥ୍ୟ ପାଇଁ ହାନିକାରକ। ତେଣୁ କମ୍ ସମୟ ଭିତରେ ଆପଣ ଯେପରି ହେଲ୍ଦି ଖାଦ୍ୟ ପ୍ରସ୍ତୁତ କରିପାରିବେ। ଏମିତିକି ମାତ୍ର ୧୫ ମିନିଟ୍ ରେ ଆପଣ ନିଜର ପୂରା…

ପୋଈ ଚିଙ୍ଗୁଡ଼ି ଚୁଡ୍‌ଚୁଡ଼ା ତରକାରୀ

ସାମଗ୍ରୀ : ମଧ୍ୟମ ଆକାରର ଚିଙ୍ଗୁଡ଼ି – ୫୦୦ଗ୍ରାମ, ପୋଈ ଶାଗ- ୧୨-୧୪ଟି ପତ୍ର, ରିଫାଇନ ତେଲ- ଅଧା କପ୍, ପିଆଜ – ସରୁ ସରୁ କଟା ହୋଇଥିବା ଦୁଇଟା, ରସୁଣ- ଗୋଟିଏ, ସୋରିଷ – ୨ ବଡ଼ ଚାମଚ, ଜିରା – ଅଧା ଚାମଚ, ଶୁଖିଲା ଲଙ୍କା – ୭ଟା, ଟମାଟୋ – ୨ଟା, ଲୁଣ – ସ୍ଵାଦ ଅନୁସାରେ, ହଳଦି- ୧ ଚାମଚ,…

ଜାଣନ୍ତୁ, ଗୁପଚୁପର ଉପକାରୀ ଗୁଣ

ଗୁପଚୁପ ନାଁ ଶୁଣିବା ମାତ୍ରେ ପାଟିରେ ପାଣି ଆସିଯାଇଥାଏ। ଏହା ଖାଇବାକୁ ଯେପରି ସ୍ୱାଦିଷ୍ଟ ସ୍ୱାସ୍ଥ୍ୟ ପାଇଁ ଏହାର ଅନେକ ଉପକାରୀ ଗୁଣ ରହିଛି। ଅଧିକାଂଶ ଲୋକଙ୍କୁ ଗୁପଚୁପ ଖାଇବା ବେଶ ପସନ୍ଦ। ଗୁପ୍ଚୁପ୍ ଗୋଲଗପ୍ପେ ଅଥବା ପାନୀପୁରୀ ଦେଶର ବିଭିନ୍ନ ପ୍ରିୟ ଖାଦ୍ୟମାନଙ୍କ ମଧ୍ୟରୁ ଗୋଟିଏ।…