ସମ୍ପର୍କକୁ ନିବିଡ ରଖିବା ପାଇଁ ହେଲେ ଆପଣାନ୍ତୁ ଏହି ଟିପ୍ସ
ବର୍ତ୍ତମାନ ସମୟରେ ସମ୍ପର୍କରେ ତିକ୍ତତା ବଢିବାରେ ଲାଗିଛି । ବୁଝାମଣା ଅଭାବ କାରଣରୁ ଭାଙ୍ଗି ଯାଉଛି ସୁନାର ସପନ । ଏପରିକି ଅନେକ ସମୟରେ ହତ୍ୟା ଏବଂ ଆତ୍ମହତ୍ୟା ଭଳି କରୁଣ ଚିତ୍ର ମଧ୍ୟ ଦେଖିବାକୁ ମିଳୁଛି । ସବୁଠୁ ବଡ କଥା ହେଉଛି କି ସମ୍ପର୍କରେ ତିନୋଟି ଉପାଦାନ ବୁଝାମଣା, ଯୋଗାଯୋଗ ଏବଂ…