ବୈବାହିକ ଜୀବନକୁ ଅଧିକ ସୁଖମୟ ଓ ଶାନ୍ତି ବଜାୟ ରଖିବା ପାଇଁ ଆପଣାନ୍ତୁ ଏହି ଉପାୟ
ବୈବାହିକ ଜୀବନ ଯେତେ ସୁଖମୟ ହେବ ପରିବାରରେ ସେତେ ସୁଖଶାନ୍ତି ବଢିବ। ସେଥିପାଇଁ ସମସ୍ତଙ୍କର ଇଚ୍ଛା ଥାଏ ସୁଖୀ ଦାମ୍ପତ୍ୟ ଜୀବନ। ବାସ୍ତୁଶାସ୍ତ୍ରରେ ବି ଏଥିପାଇଁ ରହିଛି କିଛି ଉପାୟ; ଯାହାକୁ ଆପଣାଇ ଖୁସିରେ ବୈବାହିକ ଜୀବନକୁ ଉପଭୋଗ କରିହେବ।
- ଲୁଣ ମିଶା ପାଣିରେ ଘର ପୋଛିଲେ ଘରୁ…