ପାଗ ପରିବର୍ତ୍ତନ ସମୟରେ ଭାଇରଲ ଜ୍ୱର ପାଇଁ ଆପଣାନ୍ତୁ ଏହି ଘରୋଇ ଟିପ୍ସ; ତୁରନ୍ତ ହୋଇଯିବେ ସୁସ୍ଥ
ବର୍ତ୍ତମାନ ଜାରି ରହିଛି ବର୍ଷାଋତୁ l ଯାହା ଫଳରେ ଘରେ ଘରେ ଥଣ୍ଡା, କାଶ ଓ ଜ୍ୱର ଦ୍ୱାରା ଆକ୍ରାନ୍ତ ହେଉ ଥିବାର ଦେଖିବାକୁ ମିଳୁଛି l ଏହାର ମୁଖ୍ୟ କାରଣ ହେଉଛି ଦୁର୍ବଳ ରୋଗ ପ୍ରତିରୋଧକ କ୍ଷମତା, ଜଳବାୟୁ ରେ ଆର୍ଦ୍ରତା l ଏହାଛଡା କୋଭିଡ ବିପଦ ସମ୍ପୂର୍ଣ୍ଣ ସମ୍ପୂର୍ଣ ଭାବରେ ଯାଇନାହିଁ l…