ପୂଜାରେ ଲଗାନ୍ତୁ ନାହିଁ ଏହି ଫୁଲ, ଅସନ୍ତୁଷ୍ଟ ହୋଇଯିବେ ଦେବଦେବୀ
ଫୁଲ ହେଉଛି ଭଗବାନଙ୍କର ଏକ ଅମୂଲ୍ୟ ସୃଷ୍ଟି । ଫୁଲ ଏମିତି ଏକ ଜିନିଷ ଯାହା ଦେଖିଲେ ମନକୁ ଶାନ୍ତି ମିଳିଥାଏ । ସନାତନ ଧର୍ମରେ କୁହାଯାଇଛି ଯେ ଫୁଲ ବିନା ପୂଜା ଅସମ୍ପୂର୍ଣ୍ଣ । ଫୁଲକୁ ଦେବାଦେବୀଙ୍କ ପୂଜା ପାଇଁ ବ୍ୟବହାର କରିବା ସର୍ବୋତ୍ତମ ବୋଲି କୁହାଯାଏ । ଏହାକୁ ପୂଜାରେ ବ୍ୟବହାର କଲେ…